Advertisement

Ganza seized

alt
ବୌଦ୍ଧ ଜିଲା ଡ଼ିମିରିଖୋଲ ଗ୍ରାମ ନିକଟସ୍ଥ ବିଡାମାସ୍କା ଜଙ୍ଗଲ ରୁ 1560 କେଜି ଗଞ୍ଜେଇ ଜବତ ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଛପନ ଲକ୍ଷ ଟଙ୍କା ରହିଛି। ସେପଟେ ଘଟଣା ସ୍ଥଳ ରୁ ଖସି ଯାଇଥିବା ଗଞ୍ଜେଇ ମାଫିଆ ଙ୍କୁ ଖୁବ ଶୀଘ୍ର ଧରା ଯିବା ନେଇ ସୂଚନା ଦେଲେ ବୌଦ୍ଧ ଏସ୍ପି ରାଜ ପ୍ରସାଦ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ସଦର ଥାନା ଅନ୍ତର୍ଗତ ଡ଼ିମିରିଖୋଲ ଗ୍ରାମ ନିକଟସ୍ଥ ବିଡାମାସ୍କା ଜଙ୍ଗଲରେ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିଲେ SP ଙ୍କ ନିର୍ଦେଶ ପ୍ରକାରେ ରବିବାର ସକାଳୁ ବୌଦ୍ଧ ଆଦର୍ଶଥାନା ଅଧକାରୀ ରଞ୍ଜିତ କୁମାର ମୁନି ନିଜ ପୁଲିସ ଟିମ ସହ ଡ଼ିମିରିଖୋଲ ଗ୍ରାମ ନିକଟସ୍ଥ ବିଡାମାସ୍କା ଜଙ୍ଗଲରେ ଚଢ଼ାଉ କରିଥିଲେ l ଡ଼ିମିରିଖୋଲ ଗ୍ରାମ ନିକଟସ୍ଥ ବିଡାମାସ୍କା ଜଙ୍ଗଲରେ ବାହାରକୁ ଚାଲାଣ କରିବା ପା
Mar 18,2024, 14:52 PM IST

Trending news