Boris Johnson: ସାକ୍ଷାତକାର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମାଗିଲେ ୮ କୋଟି ଟଙ୍କା !

Boris Johnson: ଆମେରିକାର ସାମ୍ବାଦିକ ଟକର କାର୍ଲସନ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି । ଟକର କାର୍ଲସନଙ୍କ ଅନୁଯାୟୀ ବୋରିସ ଜନସନ ତାଙ୍କୁ ଏକ ସାକ୍ଷାତକାର ଦେବା ପାଇଁ ପ୍ରାୟ 8 କୋଟି ଟଙ୍କା ମାଗିଛନ୍ତି ।

Boris Johnson: ସାକ୍ଷାତକାର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମାଗିଲେ ୮ କୋଟି ଟଙ୍କା !
Image Credit: Photo (Social Media)

About the Author