ଜୁନ୍ ୨୮ ଶୁକ୍ରବାର ପଞ୍ଚାଙ୍ଗରେ ଜାଣନ୍ତୁ ଶୁଭ ସମୟ ଏବଂ ତିଥି ନକ୍ଷତ୍ର
Advertisement
Article Detail0/zeeodisha/odisha2311365

ଜୁନ୍ ୨୮ ଶୁକ୍ରବାର ପଞ୍ଚାଙ୍ଗରେ ଜାଣନ୍ତୁ ଶୁଭ ସମୟ ଏବଂ ତିଥି ନକ୍ଷତ୍ର

Panchang 28th June 2024:  ଘରୁ ବାହାରିବା ପୂର୍ବରୁ ଶୁଭ ସମୟ ଜାଣି ଯାତ୍ରା କରନ୍ତୁ । ପଢନ୍ତୁ ଆଜିର ପଞ୍ଚାଙ୍ଗ ।

ଜୁନ୍ ୨୮ ଶୁକ୍ରବାର ପଞ୍ଚାଙ୍ଗରେ ଜାଣନ୍ତୁ ଶୁଭ ସମୟ ଏବଂ ତିଥି ନକ୍ଷତ୍ର

Panchang 28th June 2024: ଅଦ୍ୟ ଜୁନ୍ ମାସ ୨୮ ତାରିଖ ୨୦୨୪ ମସିହା(ଶୁକ୍ରବାର)

ଶକାବ୍ଦ -୧୯୪୬ 
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ଦିବା ଘ ୦୪/୪୪ ଗତେ ଅଷ୍ଟମୀ
ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୧୧/୦୨ ଗତେ  ଉତ୍ତରଭାଦ୍ର
ଚନ୍ଦ୍ର-କୁମ୍ଭ ପ୍ରା ଘ୦୫/୨୩ ଗତେ ମୀନ
ଯୋଗ- ସୌଭାଗ୍ୟ
କରଣ - ବିଷ୍ଟି
ସୌରମାସ- ମିଥୁନ ୧୪ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୯

ଯୋଗିନୀ ବାୟବ୍ୟେ ଦିବା ଘ୦୪/୪୪ ଗତେ ଐଶାନ୍ୟେ
ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶିର ଘାତଚନ୍ଦ୍ର
ବିଛା, ଧନୁ ଓ ମୀନ ରାଶିର ଘାତବାର

କାଳବେଳା ଓ ବାରବେଳା - ଦିବା ଘ୦୮/୩୩ ଗତେ ଘ୧୧/୫୧ ମଧ୍ୟେ
ଅଦ୍ୟ ମୃତେ ଦ୍ଵିପାଦ ଦୋଷ  ଓ ଦିବା ୧୧/୦୨ଗତେ ଦିବା ଘ୦୪/୪୪ ମଧେ ଏକପାଦ ପୁଷ୍କରଦୋଷ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୫୨ଗତେ ଘ୦୨/୦୪ମଧ୍ୟେ ଓ ଘ୦୮/୫୦ ଗତେ ଘ୧୧/୪୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୩ ଗତେ ଘ୦୬/୫୩ ମଧ୍ୟେ

ଅଦ୍ୟ ତାଳ ଦିବା ଘ୦୪/୪୪ ଗତେ ନଡ଼ିଆ ଭକ୍ଷଣ ନିଷେଧ

Also Read- Lucky Zodiac Sign: ଜୁନ୍ ୨୮ରେ ସୌଭାଗ୍ୟ ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ