Lucky Zodiac Sign: ୨୫ ଜୁନରେ ଲକ୍ଷ୍ମୀନାରାୟଣ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: Jun 24, 2024, 10:21 PM IST|Updated: Jun 24, 2024, 10:21 PM IST

Top 5 Lucky Zodiac Sign, 25 June 2024 : ଜୁନ୍ ୨୫, ମଙ୍ଗଳବାର ଦିନ ମକର ରାଶିରୁ କୁମ୍ଭ ରାଶିକୁ ଚନ୍ଦ୍ରମା ସଂଚାର କରିବେ । ଯେଉଁ କାରଣରୁ ସୂର୍ଯ୍ୟ ଯୋଗ ସୃଷ୍ଟି ହେଉଛି । ଏଥିସହ ଦିନଟିରେ ଆଷାଢ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି ରହିଛି । ମଙ୍ଗଳବାର ଲକ୍ଷ୍ମୀ ନାରାୟଣ ଯୋଗ, ତ୍ରିଗ୍ରାହୀ ଯୋଗ ଏବଂ ଶ୍ରବଣା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଗଠନ ହେଉଛି । ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ବଢିଛି । 

Top 5 Lucky Zodiac Sign, 25 June 2024 : ଜ୍ୟୋତିର୍ବିଦଙ୍କ ମତରେ ୨୫ ଜୁନ ମଙ୍ଗଳବାର ଗଠିତ ହେଉଥିବା ଶୁଭଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ । ତେବେ କେଉଁ ରାଶିର ବ୍ୟକ୍ତିମାନେ ଉପକୃତ ହେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ରବ୍ରତ ପାଢୀଙ୍କ ନିକଟରୁ ।