ସ୍କୁଲ ଫିକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ସ୍କୁଲ୍ ଫି’କୁ ନେଇ ବଢୁଛି ଦ୍ୱନ୍ଦ୍ୱ। କୋରୋନା କାଳରେ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଦାୟ ହେଉଥିବା ଫି କୁ ନେଇ ଲକ୍ଷ ଲକ୍ଷ ଅଭିଭାବକଙ୍କ ମହଲରେ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଦେବେ ନା ଦେବେନି, ଯଦି ଦେବେ କେତେ ପ୍ରତିଶତ ଦେବେ ?

ସ୍କୁଲ ଫିକୁ ନେଇ ବଢୁଛି ଦ୍ୱନ୍ଦ୍ୱ

About the Author