ବିନା କାଜୁଆଲିଟିରେ ୪ ଜଣ ମାଓବାଦୀଙ୍କୁ ମାରିବା ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ପାଇଁ ଶୁଭେଛା ଜଣାଇଛନ୍ତି କେନ୍ଦ୍ର ଗୃହ ସଚିବ ।
Trending Photos
ଭୁବନେଶ୍ୱର: ଓଡିଶା ପୋଲିସର କାର୍ଯ୍ୟକୁ ନେଇ କେନ୍ଦ୍ର ଗୃହ ସଚିବ ପ୍ରଶଂସା କରିଛନ୍ତି । ଗତ ମାସରେ କନ୍ଧମାଳରେ ହୋଇଥିବା ମାଓ ଅପରେସନକୁ ନେଇ ଜଣାଇଛନ୍ତି ଶୁଭେଛା । ବିନା କାଜୁଆଲିଟିରେ ୪ ଜଣ ମାଓବାଦୀଙ୍କୁ ମାରିବା ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ପାଇଁ ଶୁଭେଛା ଜଣାଇଛନ୍ତି ସେ । ଏହା ସହ ରାଜ୍ୟ ମାଓ ଗୁଇନ୍ଦା ୟୁନିଟ୍ ଓ ଆଣ୍ଟି ମାଓ ଫୋର୍ସକୁ ପ୍ରଂଶସା କରିଛନ୍ତି କେନ୍ଦ୍ର ଗୃହ ସଚିବ ।