ପେସାରେ ଜଗୁଆଳୀ, ନିଶାରେ ତାଙ୍କର ତୀରନ୍ଦାଜୀ ଶିକ୍ଷା

ପେସା ରାତ୍ର ଜଗୁଆଳୀ, ନିଶା ତୀରନ୍ଦାଜ । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ସମ୍ବଲପୁର ଯୁଜୁମୁରାର ନାଇଟ ଓ୍ୱାଚର ମିତ୍ରଭାନୁ ମହାପାତ୍ର । ଜଣେ ଜଗୁଆଳି ହେଇ ମଧ୍ୟ ସୃଷ୍ଟି କରିଛନ୍ତି ରାଜ୍ୟ ତଥା ଜାତୀୟସ୍ତରର ତୀରନ୍ଦାଜଙ୍କୁ। ଆମେ କହୁଛୁ ସମ୍ବଲପୁର

ପେସାରେ ଜଗୁଆଳୀ, ନିଶାରେ ତାଙ୍କର ତୀରନ୍ଦାଜୀ ଶିକ୍ଷା

About the Author