୨୬ ବର୍ଷ ପରେ ପଡ଼ୁଛି ନାଗାର୍ଜୁନ ବେଶ, ବିନା ଭକ୍ତରେ ଦର୍ଶନ ଦେବେ ମହାପ୍ରଭୁ

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଚଳିତ ବର୍ଷ କାର୍ତ୍ତିକ ମାସର ନଭେମ୍ବର ୨୭ରେ ହେବ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ। ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ଦୁର୍ଲଭ ବେଶ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ୪୦ ଲକ୍ଷ ଟଙ୍କାର ବଜେଟ। ହେଲେ କୋଭିଡ କ

୨୬ ବର୍ଷ ପରେ ପଡ଼ୁଛି ନାଗାର୍ଜୁନ ବେଶ, ବିନା ଭକ୍ତରେ ଦର୍ଶନ ଦେବେ ମହାପ୍ରଭୁ

About the Author