Self immolation: SDJM କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୂତୀ ଉଦ୍ୟମ

Self immolation: ବ୍ରହ୍ମପୁର ଏସପି, ଶ୍ରବଣ ଭିବେକ ଏମ୍ କହିଛନ୍ତି ଯେ, ୩୧ ଅକ୍ଟୋବର ୨୦୨୦ରେ ବାପୁନି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଝରଣା ସ୍ୱାଇଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଝରଣାଙ୍କ ଅଭିଯୋଗ ପରେ ବାପୁନିଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜାମିନରେ ବାହାରକୁ ଆସିଥିଲେ।

Self immolation: SDJM କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୂତୀ ଉଦ୍ୟମ
Image Credit: ସୋସିଆଲ ମିଡିଆ

About the Author