Bilaigarh: ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା, ହତ୍ୟା ପରେ ନିଜ ଜୀବନ ହାରିଦେଲେ ହତ୍ୟାକାରୀ

Bilaigarh mass murder: ଛତିଶଗଡର ବିଲାଗଡ଼ରେ ଗୋଟିଏ ପରିବାରର ୫ଜଣଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଛନ୍ତି। ଏହା ପରେ ହତ୍ୟାକାରୀ ମଧ୍ୟ ନିଜେ ଆତ୍ମହତ୍ୟା କରିଛନ୍ତି।

Bilaigarh: ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା, ହତ୍ୟା ପରେ ନିଜ ଜୀବନ ହାରିଦେଲେ ହତ୍ୟାକାରୀ
Image Credit: Bilaigarh mass murder

About the Author