ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ

Curfew Imposed In Baleswa : ବାଲେଶ୍ୱରରେ କୋହଳ ହୋଇଛି କର୍ଫ୍ୟୁ। ଆଜି ୬ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏ କର୍ଫ୍ୟୁ କୋହଳ ହୋଇଛି।

ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ
Image Credit: Curfew Imposed In Baleswar

About the Author