ଭଲ ଖବର: ଗତକାଲିର ରେକର୍ଡ ଭାଙ୍ଗିଲା ଆଜି, ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୪,୭୬୧ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୦୫,୪୫୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୮୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ଗତକାଲିର ରେକର୍ଡ ଭାଙ୍ଗିଲା ଆଜି, ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୪,୭୬୧ କୋରୋନା ସଂକ୍ରମିତ
Image Credit: ପ୍ରତୀକାତ୍ମକ ଫଟୋ

About the Author