NIOT Recruitment 2023: ୮୯ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ଦରମା?
Advertisement
Article Detail0/zeeodisha/odisha1571725

NIOT Recruitment 2023: ୮୯ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ଦରମା?

NIOT Recruitment 2023: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT) ଚେନ୍ନାଇ ପ୍ରୋଜେକ୍ଟ ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଆପଣ ଆବେଦନ କରିପାରିବେ । ଭାରତ ସରକାର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏହା ଏକ ସ୍ୱୟଂଶାସିତ ଆର ଆଣ୍ତଡି ସଂଗଠନ । ପ୍ରାର୍ଥୀମାନେ ଫେବୃଆରୀ ୨୮ ପୂର୍ବରୁ www.niot.res.in ରେ ଥିବା ୱେବସାଇଟ୍ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ସୌଜନ୍ୟ- ସୋସିଆଲ ମିଡିଆ

NIOT Recruitment 2023: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT) ଚେନ୍ନାଇ ପ୍ରୋଜେକ୍ଟ ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ସାଇଣ୍ଟିଷ୍ଟ  ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଆପଣ ଆବେଦନ କରିପାରିବେ । ଭାରତ ସରକାର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ(Ministry of Earth Sciences, Government of India) ଅଧୀନରେ ଏହା ଏକ ସ୍ୱୟଂଶାସିତ ଆର ଆଣ୍ତଡି ସଂଗଠନ । ପ୍ରାର୍ଥୀମାନେ  ଫେବୃଆରୀ ୨୮ ପୂର୍ବରୁ  www.niot.res.in ରେ ଥିବା ୱେବସାଇଟ୍ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଏହି ବିଭାଗରେ ନିଯୁକ୍ତି:
ମୋଟ ପଦବୀ:୮୯ ଟି  ପଦବୀ
ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ପ୍ରଥମ ବର୍ଗ - ୨୫ଟି ପଦବୀ
ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଦ୍ବୀତୀୟ ବର୍ଗ - ୪ଟି ପଦବୀ
ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଆସିଷ୍ଟାଣ୍ଟ -୩୦ ପଦବୀ
 ପ୍ରୋଜେକ୍ଟ ଟେକନିସିଆନ୍-୧୬ଟି ପଦବୀ
ପ୍ରୋଜେକ୍ଟ ଜୁନିୟର  ଆସିଷ୍ଟାଣ୍ଟ-୧୪ ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀମାନେ, ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଦଶମ / ଶ୍ରେଣୀ ଦ୍ୱାଦଶ / ଡିପ୍ଲୋମା / ବିଏସି / ଏମଏସି / ବିଏ / ବିଟେକ୍ ପାସ୍ କରିଥିବା ଉଚିତ୍।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଦରମା:
ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଦ୍ବିତୀୟ ବର୍ଗ: ୬୭,୦୦୦ ଟଙ୍କା + ଏଚଆରଏ ।

ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ପ୍ରଥମ ବର୍ଗ : ୫୬,୦୦୦ + ଏଚଆରଏ ।

ପ୍ରୋଜେକ୍ଟ ସାଇଣ୍ଟିସଷ୍ଟ ଆସିଣ୍ଟାଣ୍ତ: ୨୦,୦୦୦+ ଏଚଆରଏ ।

ପ୍ରୋଜେକ୍ଟ ଟେକ୍ନିସିଆନ୍: ୨୦,୦୦୦+ ଏଚଆରଏ ।

ପ୍ରୋଜେକ୍ଟ  ଜୁନିଅର ଆସିଷ୍ଟାଣ୍ତ: ୨୦,୦୦୦+ ଏଚଆରଏ ।

କିପରି ଆବେଦନ କରିବେ ?
ଉପରୋକ୍ତ ପୋଷ୍ଟଗୁଡିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ୱେବ୍ ଲିଙ୍କ୍ https:// www. niot. res.in /niot1/ recruitment. php ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଏବଂ ଅନଲାଇନରେ ଆସୁଥିବା ଆବେଦନ ଫର୍ମ ଗୁଡିକୁ ଡାଉନଲୋଡ୍ କରିବେ ଏବଂ ପରେ ସେଥିରେ ଆବଶ୍ୟକତା ଅନୁସାରେ, ଫର୍ମ ଫିଲଫ କରିବେ। 

ପରୀକ୍ଷା ସ୍ଥାନ ଏବଂ ସମୟ:
ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ ଟେକ୍ନୋଲୋଜିରେ ପଦବୀ ପାଇଁ ନିର୍ଦ୍ଧାରିତ ତାରିଖ ଦିନ ୱାଲ୍-ଇନ୍ ସାକ୍ଷାତକାର / ପରୀକ୍ଷା ପାଇଁ ପଞ୍ଜୀକରଣ ସକାଳ ୮ଟା ରୁ ଆରମ୍ଭ ହେବ ।

 Also Read : Kendriya Vidalaya Recruitment: ଘୁଞ୍ଚିଲା କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ପରୀକ୍ଷା; ଜାଣନ୍ତୁ ସବିଶେଷ ତଥ୍ୟ

 Also Read : JEE Main Results 2023: ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ

 Also Read : Indian Railway: ରେଳବାଇରେ ବଡ ପଦ ଚାକିରି ପାଇବାକୁ ହେଲେ ଦେବାକୁ ଏହି ପରୀକ୍ଷା, କେବେ ପର୍ଯ୍ୟନ୍ତ ଆପଣ କରିପାରିବ ଆବେଦନ?

 Also Read : CRPF Recruitment: ସିଆରପିଏଫ ଏଏସଆଇ-ହେଡ୍ କନଷ୍ଟେବଲ ପଦ ପାଇଁ ଶେଷ ହେଉଛି ଆବେଦନ ସମୟ, ଜାଣନ୍ତୁ ଶେଷ ତାରିଖ

 Also Read :  India Post Recruitment 2023: ପୋଷ୍ଟ ଅଫିସ ୪୦,୮୮୯ ପଦବୀରେ ନିଯୁକ୍ତି ଦେବା ପାଇଁ ଜାରି କଲା ବିଜ୍ଞପ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ