SSC Recruitment 2023-24: SSCରେ ନିଯୁକ୍ତି ସୁଯୋଗ, ଏତିକି ରହିଛି ଦରମା

SSC Recruitment 2023-24: କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି ପାଇଁ ବାହାରିଲା ନିଯୁକ୍ତି ସୁଯୋଗ। ଏନେଇ SSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କ ଓ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କ ଗ୍ରେଡ୍ ନିଯୁକ୍ତି ପରୀକ୍ଷା ୨୦୨୩ ଏବଂ ୨୦୨୪ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି।

SSC Recruitment 2023-24: SSCରେ ନିଯୁକ୍ତି ସୁଯୋଗ, ଏତିକି ରହିଛି ଦରମା
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author