SSC Recruitment 2024: SSC ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ, + ୨ ପାସ୍ କରିଥିଲେ କରିପାରିବେ ଆବେଦନ..

SSC Recruitment 2024: କର୍ମଚାରୀ ଚୟନ ଆୟୋଗରେ (SSC) ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଅନେକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ଚାକିରି ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞାପନ ଆଣି ଦେଇଛି ସୂବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ ହେବ ମୋଟ ୫୩୬୯ ପଦବୀ ।

SSC Recruitment 2024: SSC ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ, + ୨ ପାସ୍ କରିଥିଲେ କରିପାରିବେ ଆବେଦନ..

About the Author