Happy Birthday Anuradha Paudwal: ଦିନେ ଷ୍ଟୁଡିଓରେ ଅପମାନିତ ହୋଇଥିଲେ ଅନୁରାଧା, ଆଉ ପରେ ନେଇଥିଲେ ଏଭଳି କିଛି ନିଷ୍ପତ୍ତି

Happy Birthday Anuradha Paudwal: କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ (Anuradha Paudwal) । ଆଜି ଏହି ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଜନ୍ମଦିନ । ୬୯ରେ ପଦାର୍ପଣ କରିଛନ୍ତି ସେ । ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ ।

Happy Birthday Anuradha Paudwal: ଦିନେ ଷ୍ଟୁଡିଓରେ ଅପମାନିତ ହୋଇଥିଲେ ଅନୁରାଧା, ଆଉ ପରେ ନେଇଥିଲେ ଏଭଳି କିଛି ନିଷ୍ପତ୍ତି

About the Author