Entertainment News: ଜୀ ସାର୍ଥକର ମେଗା ଧାରାବାହିକ 'ମଧୁର ସଂସାର'ରେ ଆସିବ ନୂଆ ଟ୍ବିଷ୍ଟ୍

Entertainment News: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ଆରମ୍ଭ ହୋଇଥିବା ମେଗା ଧାରାବାହିକ ‘ମଧୁର ସଂସାର’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ।

Entertainment News: ଜୀ ସାର୍ଥକର ମେଗା ଧାରାବାହିକ 'ମଧୁର ସଂସାର'ରେ ଆସିବ ନୂଆ ଟ୍ବିଷ୍ଟ୍

About the Author