Vidyut Jammwal:'କ୍ରାକ୍' ରିଲିଜ୍ ପୂର୍ବରୁ କାହିଁକି ଥାନାକୁ ଟଣା ହେଲେ ବିଦ୍ୟୁତ ଜମୱାଲ୍?

Vidyut Jammwal: ପୁଣି ଚର୍ଚ୍ଚାରେ ବଲିଉଡ଼ ଅଭିନେତା ବିଦ୍ୟୁତ ଜମୱାଲ୍ (Vidyut Jammwal)। ତାଙ୍କ ଆଗାମୀ ଫିଲ୍ମ ' କ୍ରାକ୍' କୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଉ ଏକ ଚମକାଇଦେଲା ପରି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଦ୍ୟୁତ୍ ଏବେ ରେଳବାଇ ହେପାଜତରେ ଅଛନ୍ତି।

Vidyut Jammwal:'କ୍ରାକ୍' ରିଲିଜ୍ ପୂର୍ବରୁ କାହିଁକି ଥାନାକୁ ଟଣା ହେଲେ ବିଦ୍ୟୁତ ଜମୱାଲ୍?

About the Author