Hrithik Roshan: ଜାଣନ୍ତୁ ଫିଟନେସ୍ ଟ୍ରେନିଂ ପାଇଁ କ୍ରିସ୍ ଗେଥିନଙ୍କୁ କେତେ ଟଙ୍କା ଦିଅନ୍ତି ହ୍ରିତିକ୍?

Kris Gethin: ଗୋଟେ ସମୟ ଥିଲା ଯେତେବେଳେ ଅଭନେତା ଡିପପ୍ରେସନ୍ କୁ ଚାଲିଯାଇଥିଲେ । ସେତେବେଳେ କ୍ରିସ୍ ଗେଥିନ ତାଙ୍କ ଆତ୍ମବିଶ୍ବାସ ବଢାଇବା ସହ ତାଙ୍କ ଡିପପ୍ରେସନ୍ କମ୍ କରିବାରେ ସାହାଯ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା କିଏ ଏହି କ୍ରିସ୍ ଗେଥିନ ଯାହାଙ୍କ ସହଯୋଗ ହ୍ରିତିକଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା ।

Hrithik Roshan: ଜାଣନ୍ତୁ ଫିଟନେସ୍ ଟ୍ରେନିଂ ପାଇଁ କ୍ରିସ୍ ଗେଥିନଙ୍କୁ କେତେ ଟଙ୍କା ଦିଅନ୍ତି ହ୍ରିତିକ୍?
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author