Malvika Raaj Wedding: ହାତକୁ ଦି ହାତ ହେଲେ ମାଳବିକା ରାଜ୍, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1986958

Malvika Raaj Wedding: ହାତକୁ ଦି ହାତ ହେଲେ ମାଳବିକା ରାଜ୍, ଦେଖନ୍ତୁ ଫଟୋ

Malvika Raaj Wedding: ହାତକୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ (Malvika Raaj) ମାଳବିକା ରାଜ୍ । ଫିଲ୍ମ 'କଭି ଖୁସି କଭି ଗମ୍' (Kabhi Khushi Kabhie Gham) ୨୦୦୧ ମସିହାରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ 'ପୁ' ଚରିତ୍ର ମଧ୍ୟ ଏଥିରେ ବେଶ୍ ଲୋକପ୍ରିୟ ଥିଲା। ତେବେ, ଏହି ଫିଲ୍ମରେ ଶିଶୁ କଳାକଳ ଭାବେ ପୁ ଚରିତ୍ରରେ ସାନ କରିସ୍ମା ଭୂମିକାରେ ମାଳବିକା ରାଜ୍ ଅଭିନୟ କରିଥିଲେ। ବର୍ତ୍ତମାନ ସେ ବିବାହ ବନ୍ଧନରେ ବାନ୍ଧି (Malvika Raaj Wedding) ହୋଇଛନ୍ତି।

Malvika Raaj Wedding: ହାତକୁ ଦି ହାତ ହେଲେ ମାଳବିକା ରାଜ୍, ଦେଖନ୍ତୁ ଫଟୋ

Malvika Raaj Wedding: ହାତକୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ (Malvika Raaj) ମାଳବିକା ରାଜ୍ । ଫିଲ୍ମ 'କଭି ଖୁସି କଭି ଗମ୍' (Kabhi Khushi Kabhie Gham) ୨୦୦୧ ମସିହାରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ 'ପୁ' ଚରିତ୍ର ମଧ୍ୟ ଏଥିରେ ବେଶ୍ ଲୋକପ୍ରିୟ ଥିଲା। ତେବେ, ଏହି ଫିଲ୍ମରେ ଶିଶୁ କଳାକଳ ଭାବେ ପୁ ଚରିତ୍ରରେ ସାନ କରିସ୍ମା ଭୂମିକାରେ ମାଳବିକା ରାଜ୍ ଅଭିନୟ କରିଥିଲେ। ବର୍ତ୍ତମାନ ସେ ବିବାହ ବନ୍ଧନରେ ବାନ୍ଧି (Malvika Raaj Wedding) ହୋଇଛନ୍ତି। ଆଉ ବିବାହର କିଛି ଫଟୋକୁ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି। 

Also Read : Entertainment News: ଆଜି ପରଦାକୁ ଆସିବ ୧୯ଟି ଫିଲ୍ମ, ନଜର ପକାନ୍ତୁ ତାଲିକା ଉପରେ...

Also Read : Randeep Hooda Wedding Pics: ହାତକୁ ଦି ହାତ ହେଲେ ରଣଦୀପ୍ ହୁଡା, ଦେଖନ୍ତୁ ଖୁସିଭରା ମୂହୁର୍ତ୍ତର କିଛି ଝଲକ୍

 

 
 
 
 

 
 
 
 
 
 
 
 
 
 
 

A post shared by Malvika Raaj (@malvikaraaj)

ଦିର୍ଘ ଦିନର ପ୍ରେମିକ ତଥା ବିଜନେସ୍ ମ୍ୟାନ୍ ପ୍ରଣବ୍ ବାଗ୍ (businessman Pranav Bagga)ଙ୍କୁ ବିବାହ କରିଛନ୍ତି। ନିକଟରେ ଗୋଆରେ ତାଙ୍କର ବିବାହ ହୋଇଥିବା ବେଳେ ତୁର୍କିରେ ନିର୍ବନ୍ଧ ହୋଇଥିଲା। ତେବେ,ଏହି ଗ୍ରାଣ୍ତ ଓ୍ବେଡିଂରେ ମାଳବିକା ଓ  ପ୍ରଣବ୍ ଙ୍କ ପରିବାର ଓ କିଛି ଘନିଷ୍ଠ ବନ୍ଧୁ ସାମିଲ୍ ହୋଇଥିଲେ। ତେବେ, ଗୋଆରେ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ମୁମ୍ବାଇ ଫେରିବା ପରେ ସେ ଏକ ଗ୍ରାଣ୍ତ ପାର୍ଟିର ଆୟୋଜନ କରିବେ। ଯେଉଁଥିରେ ବଲିଉଡର ଏକାଧିକ ସେଲିବ୍ରେଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମାଳବିକା ସେୟାର କରିଥିବା ଫଟୋରେ ଗୋଲ୍ଡ କର୍ଲରର ଓ୍ବେଡିଂ ଲେହେଙ୍ଗାରେ ପିନ୍ଧିଥିବା ଦେଖିବାକୁ ମିଳିଛି। ଏବଂ ପ୍ରେମିକ ପ୍ରଣବ ମଧ୍ୟ ଏକ ଗୋଲଡେନ୍ କର୍ଲର ସେରଓ୍ବାନି ମଧ୍ୟ ପିନ୍ଧି ଥିବାର ନଜର ଆସିଛି। ଉଭୟ ଖୁବ୍ ଖୁସି ଥିବା ଦେଖିବାକୁ ମିଳିଛି।