Advertisement
photoDetails0hindi

Athiya Shetty KL Rahul Wedding Pictures: ଦେଖନ୍ତୁ ଆଥିଆ-ରାହୁଲଙ୍କ ବୈବାହିକ ଫଟୋ, କୁହନ୍ତୁ କିପରି ଲାଗୁଛି ଏହି ଯୋଡ଼ି

ଭାରତୀୟ କ୍ରିକେଟର (India Cricketer) କେଏଲ ରାହୁଲ (KL Rahul) ଓ ତାଙ୍କ ପ୍ରେମିକା ଆଥିଆ ସେଟ୍ଟି (Athiya Shetty) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଖଣ୍ଡାଲାସ୍ଥିତ (Khandala) ସୁନୀଲ ସେଟ୍ଟିଙ୍କ (Suniel Shetty) ଫାର୍ମ ହାଉସରେ (Farm House) ବିବାହ ଅନୁଷ୍ଠିତ ହୋଇଥିଲା।

1/5

Athiya Shetty KL Rahul Wedding: ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର (India Cricketer) କେଏଲ ରାହୁଲ (KL Rahul) ଓ ତାଙ୍କ ପ୍ରେମିକା ଆଥିଆ ସେଟ୍ଟି (Athiya Shetty) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଖଣ୍ଡାଲାସ୍ଥିତ (Khandala) ସୁନୀଲ ସେଟ୍ଟିଙ୍କ (Suniel Shetty) ଫାର୍ମ ହାଉସରେ (Farm House) ବିବାହ ଅନୁଷ୍ଠିତ ହୋଇଥିଲା। କେଏଲ ରାହୁଲ (KL Rahul) ଓ ଆଥିଆ ସେଟ୍ଟି (Athiya Shetty) ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଫଟୋକୁ ନିଜର ସୋସିଆଲ ମିଡ଼ିଆ (Social Media) ଆକାଉଣ୍ଟରେ ସେୟାର କରିଛନ୍ତି।

2/5

କେଏଲ ରାହୁଲ ଓ ଆଥିଆ ସେଟ୍ଟି ପିଲାଦିନର ବନ୍ଧୁ। ଦୀର୍ଘ ଦିନରୁ ପରସ୍ପର ପରସ୍ପରକୁ ଡେଟ କରି ଆସୁଥିଲେ। ଦୀର୍ଘ ଦିନ ଡେଟ କରିବା ପରେ ଆଜି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପୂର୍ବରୁ ଅଧିକାଂଶ ସମୟରେ ଆଥିଆ ଓ ରାହୁଲଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଥାଏ। 

Also Read: Athiya Shetty KL Rahul Wedding: ଆଜି ପଡିବ ଆଥିୟା କେଏଲ ରାହୁଲଙ୍କ ହାତଗଣ୍ଠି, ଅତିଥିଙ୍କୁ ଫୋନ୍ ମନା

3/5

ବିବାହ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ସିରିଜରୁ କେଏଲ ରାହୁଲ ବ୍ରେକ ନେଇଛନ୍ତି। ସେ ଚୟନକର୍ତ୍ତଙ୍କୁ ଆରମ୍ଭରୁ ହିଁ କହିଦେଇଥିଲେ କି ସେ ୨୩ ଜାନୁଆରୀରେ ଆଥିଆଙ୍କ ସହିତ ବିବାହ କରିବେ। ଏଥିପାଇଁ ତାଙ୍କୁ ଦିନିକିଆ ସିରିଜରୁ ବ୍ରେକ ନେବାର ଅଛି।

Also Read: Raveena Tandon: 'ମୋତିଆବିନ୍ଦୁ ଅପରେସନ କର,ପାଣ୍ଠିର ବ୍ୟବସ୍ଥା କରାଯିବ'

4/5

ସେପଟେ ବିବାହ ପୂର୍ବରୁ ହଳଦୀ, ମେହେନ୍ଦୀ ସେରିମନି ଆରମ୍ଭ ହୋଇଯାଇଥିଲା। ଏଥିପାଇଁ ବହୁ ନିକଟତମ ବନ୍ଧୁ ଓ ସମ୍ପର୍କୀୟମାନେ ସୁନୀଲଙ୍କ ଫାର୍ମ ହାଉସରେ ପହଞ୍ଚିଥିଲେ। 

Also Read: Netaji Jayanti: ନେହରୁ ନୁହଁନ୍ତି, 'ନେତାଜୀ' ସୁଭାଷ ଚନ୍ଦ୍ର ବୋଷ ଥିଲେ 'ଆଜାଦ' ହିନ୍ଦ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ

5/5

ଅନ୍ୟ ମାନଙ୍କ ଭଳି ସୁନୀଲ ମଧ୍ୟ ଆଥିଆଙ୍କ ପାଇଁ ଏକ ସରପ୍ରାଇଜ୍ ପ୍ଲାନ କରିଥିଲେ। ସୁନୀଲ ଶେଟ୍ଟୀଙ୍କ ବ୍ୟତୀତ ଆଥିଆ ଶେଟ୍ଟୀଙ୍କ ଭଲ ବନ୍ଧୁ ଆକାଂକ୍ଷା ରଂଜନ, ଆଥିଆଙ୍କ ଭାଇ ଅହାନ ଏବଂ ଅଭିନେତ୍ରୀଙ୍କ ଅନ୍ୟ ବନ୍ଧୁମାନେ ମଧ୍ୟ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିଲା। ସବୁଠାରୁ ବଡ କଥା ହେଲା ବିବାହରେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନଥିଲା।

Also Read: Anushka Virat Bodyguard Salary: ଅନୁଷ୍କା ଓ ବିରାଟଙ୍କ ବଡିଗାର୍ଡ ସୋନୁଙ୍କ ଦରମା ଜାଣି ଆପଣଙ୍କ ଉଡ଼ିଯିବ ହୋସ୍, ବଡ଼ ବଡ଼ କମ୍ପୀନୀର CEOଙ୍କୁ ଦିଅନ୍ତି ଟକ୍କର