'ହ୍ୱାଟସ୍ ଆପ୍ ଏବଂ ମେଲ୍ ହ୍ୟାକ୍ କରନ୍ତି ବଲିଉଡର ବଡ଼ ବଡ଼ ଷ୍ଟାର, ସରକାର ନିଅନ୍ତୁ କାର୍ଯ୍ୟାନୁଷ୍ଠାନ'

Kangana Ranaut: ସୋସିଆଲ ମିଡିଆରେ କଙ୍ଗନା ରଣାୱତ ବହୁତ ସକ୍ରିୟ। ବର୍ତ୍ତମାନ କଙ୍ଗନା ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ପ୍ରଶଂସା କରି କଲ୍ ସମୟରେ ନମ୍ବର ସହିତ ତାଙ୍କ ନାମ ଉଲ୍ଲେଖ କରିବାର ପଦକ୍ଷେପକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

'ହ୍ୱାଟସ୍ ଆପ୍ ଏବଂ ମେଲ୍ ହ୍ୟାକ୍ କରନ୍ତି ବଲିଉଡର ବଡ଼ ବଡ଼ ଷ୍ଟାର, ସରକାର ନିଅନ୍ତୁ କାର୍ଯ୍ୟାନୁଷ୍ଠାନ'
Image Credit: Kangana Ranaut

About the Author