Thalapathy Vijay: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଦେଲେ ବିଜୟ, ଘୋଷଣା କଲେ ଦଳର ନାଁ

Thalapathy Vijay: 2024 ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥଲାପତି ବିଜୟ (Vijay Thalapathy) । ଶୁକ୍ରବାର ଅଭିନେତା ନିଜର ନୂଆ ପାର୍ଟିର ନାଁ ଘୋଷଣା କରିଛନ୍ତି। ଏନେଇ ବିଜୟ କହିଛନ୍ତି,’ଆସନ୍ତା ଲୋକସଭା ନିର୍ବାଚନରେ ​​ତାଙ୍କ ଦଳ କୌଣସି ଦଳକୁ ସମର୍ଥନ କରିବ ନାହିଁ। ସେ ଦଳର ସଭାପତି ଭାବେ ଦାୟିତ୍ବ ନେବେ ।

Thalapathy Vijay: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଦେଲେ ବିଜୟ, ଘୋଷଣା କଲେ ଦଳର ନାଁ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author