IPL star Abhisek sharma:ଆଇପିଏଲ ନୂଆ ସିଜନ ପୂର୍ବରୁ ମଡେଲ ଆତ୍ମହତ୍ୟା ମାମଲାରେ ଫସିଲେ ହାଇଦ୍ରାବଦ ସନରାଇଜର୍ସର ଏହି ଖେଳାଳୀ

ମଡେଲଙ୍କ ମୃତ୍ୟୁ ରହସ୍ୟ ! ସନ୍ଦେହଘେରରେ କ୍ରିକେଟିୟର ! ୬ ମାସ ହେଲା କିଏ କାହାକୁ କରିଥିଲା ବ୍ଲକ୍ ? କ’ଣ ପାଇଁ ମଡେଲଙ୍କଠାରୁ ଦୂରେଇ ଯାଇଥିଲେ କ୍ରିକେଟିୟର ? ଆଇପିଏଲ ୨୪ ଆରମ୍ଭ ଆଗରୁ ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଅଡୁଆରେ ।

IPL star Abhisek sharma:ଆଇପିଏଲ ନୂଆ ସିଜନ ପୂର୍ବରୁ ମଡେଲ ଆତ୍ମହତ୍ୟା ମାମଲାରେ ଫସିଲେ ହାଇଦ୍ରାବଦ ସନରାଇଜର୍ସର ଏହି ଖେଳାଳୀ
Image Credit: SOCIAL MEDIA

About the Author