Budh Shukra Gochar 2024 : ବୁଧ-ଶୁକ୍ରଙ୍କ ଆଶୀର୍ବାଦରୁ ଧନୀ ହେବେ ୫ ରାଶି, ଚାକିରିରେ ପଦୋନ୍ନତିର ରହିଛି ଯୋଗ!

Budh Shukr Gochar March 2024: ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ୩ ତାରିଖରେ ସକାଳ ୫ଟା ୪୫ ମିନିଟ୍ ସମୟରେ ଶୁକ୍ର ମେଷ ରାଶି ଛାଡି଼ ମିଥୁନ ରାଶିକୁ ଚଳନ କରିବେ। କେବଳ ସେତିକି ନୁହେଁ, ଗ୍ରହମାନଙ୍କ ରାଜକୁମାର ବୁଧ ମଧ୍ୟ ସେହି ଦିନ ସେହି (ମିଥୁନ)ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଦୁଇ ଗ୍ରହକଙ୍କ ଚଳନ କିଛି ରାଶିକୁ ଭାଗ୍ୟଶାଳି କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

Budh Shukra Gochar 2024 : ବୁଧ-ଶୁକ୍ରଙ୍କ ଆଶୀର୍ବାଦରୁ ଧନୀ ହେବେ ୫ ରାଶି, ଚାକିରିରେ ପଦୋନ୍ନତିର ରହିଛି ଯୋଗ!

About the Author