Shukra Gochar 2024: ମାର୍ଚ୍ଚ ମାସରେ ରାଶି ପରିବର୍ତ୍ତନ କରିବେ ଶୁକ୍ର, ତୁଳା ସହ ଏହି ୪ ରାଶିର ଲୋକେ ହେବେ ଧନୀ

Shukra Gochar 2024: ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ଅଟନ୍ତି । ଶୁକ୍ରଙ୍କୁ ଧନ, ଐଶ୍ବର୍ଯ୍ୟର କାରକ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ। ଶାସ୍ତ୍ର ଅନୁଯାୟୀ, ଶୁକ୍ର ମାର୍ଚ୍ଚ ୨୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କ ଏହି ଚଳନ ଅନେକ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଆସନ୍ତୁ ଜାଣିବା କେଉଁ ୫ ରାଶିଙ୍କୁ ଧନବାନ କରିବେ ଶୁକ୍ର ।

Shukra Gochar 2024: ମାର୍ଚ୍ଚ ମାସରେ ରାଶି ପରିବର୍ତ୍ତନ କରିବେ ଶୁକ୍ର, ତୁଳା ସହ ଏହି ୪ ରାଶିର ଲୋକେ ହେବେ ଧନୀ