Rahu-Budh Yuti 2024: ଏହି ଦିନ ରାଶି ବଦଳାଇବେ ବୁଧ, ଜାଣନ୍ତୁ କେଉଁ ୩ ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Rahu-Budh Yuti 2024: ମାର୍ଚ୍ଚ ୭ରେ ବୁଧ ମୀନ ରାଶିକୁ ଚଳନ କରିବେ । ବର୍ତ୍ତମାନ ମୀନ ରାଶିରେ ରାହୁ ଅବସ୍ଥାନ କରିଛନ୍ତି । ତେବେ ବୁଧଙ୍କ ଚଳନ ପରେ ମୀନ ରାଶିରେ ରାହୁ ଓ ବୁଧ ଏକାଠି ହେବେ । ଦୁଇ ଗ୍ରହଙ୍କ ଏହି ସଂଯୋଗ ୧୨ଟି ରାଶି ଉପରେ ସକରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇବ।

Rahu-Budh Yuti 2024: ଏହି ଦିନ ରାଶି ବଦଳାଇବେ ବୁଧ, ଜାଣନ୍ତୁ କେଉଁ ୩ ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ

About the Author