Shani Uday 2024: ଏହି ଦିନ କୁମ୍ଭ ରାଶିରେ ଉଦୟ ହେବେ ଶନି, ୩ ରାଶିଙ୍କ ଆରମ୍ଭ ହେବ ଶୁଭ ସମୟ!

Shani Uday 2024: ଜ୍ୟୋତିଷଙ୍କ ଅନୁଯାୟୀ, ଜୁନ୍ ୨୯ରେ ଚଳନ ବଦଳାଇବା ପରେ ନଭେମ୍ବର ପର୍ଯ୍ୟନ୍ତ ଶନି ଏହି ସ୍ଥିତିରେ ରହିବେ। ଚଳିତ ବର୍ଷ ଶନି ପ୍ରତି ଦୁଇ ତିନି ମାସରେ ଥରେ ସମସ୍ତ ରାଶି ଉପରେ ନିଜର ପ୍ରଭାବ ବିସ୍ତାର କରିବେ। ତେବେ ଏହି ସମୟରେ କିଛି ରାଶିଙ୍କୁ ଶନିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

Shani Uday 2024: ଏହି ଦିନ କୁମ୍ଭ ରାଶିରେ ଉଦୟ ହେବେ ଶନି, ୩ ରାଶିଙ୍କ ଆରମ୍ଭ ହେବ ଶୁଭ ସମୟ!

About the Author