Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!

Trigrahi Yog in Kumbh Rashi: ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଶୁକ୍ର ସେହି ରାଶିକୁ ମାର୍ଚ୍ଚ ୭ ତାରିଖରେ ଚଳନ କରିବେ। ଏବଂ ମଙ୍ଗଳ ମଧ୍ୟ ମାର୍ଚ୍ଚ ୧୫ ସକାଳ ୭ଟା ୪୦ ମିନିଟ୍ ସମୟରେ କୁମ୍ଭକୁ ପ୍ରବେଶ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ର-ମଙ୍ଗଳଙ୍କ ଚଳନ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି । ତେବେ, ଏହି ତ୍ରିଗ୍ରାହୀ ଯୋଗ(Trigrahi Yog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ତ୍ରିଗ୍ରାହୀ ଯୋଗର ପ୍ରଭାବ ରହିବ।

Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!

About the Author