BSF Jobs: କନଷ୍ଟେବଳ ଏବଂ ASI ସମେତ ଅନେକ ପଦବୀରେ ବାହାରିଲା ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

ସୀମା ସୁରକ୍ଷା ବଳ (BSF) ରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗଙ୍କ ପାଇଁ ଏକ ଖୁସି ଖବର ଅଛି । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI), ହେଡ୍ କନଷ୍ଟେବଲ୍ (HC) ଏବଂ କନଷ୍ଟେବଳର (Constable) ୭୨ ଟି ପଦବୀରେ ନିଯୁକ୍ତି ପାଇଁ BSF ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ନିକଟରେ ଆରମ୍ଭ ହୋଇଛି ।

BSF Jobs: କନଷ୍ଟେବଳ ଏବଂ ASI ସମେତ ଅନେକ ପଦବୀରେ ବାହାରିଲା ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

About the Author