ହାତୀର ଫଟୋ ଭାଇରାଲ, କାହିଁକି ପଢନ୍ତୁ...

ତାମିଲନାଡ଼ୁର ଏକ ହାତୀର ଫଟୋ ବେଶ ଭଲ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଫଟୋଟି ଭାଇରାଲ ହେବାର କାରଣ ମଧ୍ୟ ବେଶ ମଜାଦାର ରହିଛି। ଭାଇରାଲ ହେଉଥିବା ଫଟୋଟିରେ ହାତୀଟିର ହେୟାର ଷ୍ଟାଇଲ ରହିଛି ମୁଖ୍ୟ କାରଣ। ଏହି ଫଟୋରେ ହାତୀର ହେୟାର ଷ୍ଟାଇଲ୍ ଦେଖିବା ଯୋଗ୍ୟ । ସେନଗାମାଲମ୍ ହାତୀ ମନ୍ନାରଗୁଡ଼ି ସହରର ରାଜଗୋପାଲାସ୍ୱାମୀ ମନ୍ଦିରରେ ରହିଥାଏ। କିନ୍ତୁ

ହାତୀର ଫଟୋ ଭାଇରାଲ, କାହିଁକି ପଢନ୍ତୁ...

About the Author