GajaKesari Yoga: ଖୁବଶୀଘ୍ର ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ଯୋଗୁଁ ବଢିବ ସମସ୍ୟା!

GajaKesari Yoga: ଖୁବଶୀଘ୍ର ମେଷ ରାଶିରେ ଗଜକେଶରୀ ଯୋଗ ଗଠନ ହେବାକୁ ଯାଉଛି । କିନ୍ତୁ ରାହୁ-କେତୁଙ୍କ ସ୍ଥିତି ଯୋଗୁଁ ଏହି ଯୋଗ ୩ଟି ରାଶିର ଲୋକଙ୍କୁ ଅଶୁଭ ଫଳ ପ୍ରଦାନ କରିବ।mଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷେତ୍ରଙ୍କ ସ୍ଥିତି ଯୋଗୁଁ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ଯାହା ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ।

GajaKesari Yoga: ଖୁବଶୀଘ୍ର ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ଯୋଗୁଁ ବଢିବ ସମସ୍ୟା!
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author