Mangal Shukra Yuti 2024: ମାର୍ଚ୍ଚ ୭ରେ ମଙ୍ଗଳ ଓ ଶୁକ୍ରଙ୍କ ମହାସଂଯୋଗ, ଲାଭବାନ ହେବେ ଏହି ୩ ରାଶି !

Lucky Zodiac Sign: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଚଳନ କରିଥାନ୍ତି। ନିକଟରେ ଶୁକ୍ର ଗ୍ରହ ମକର ରାଶିରେ ପ୍ରବେଶ କରିଛନ୍ତି। ଯେଉଁଠାରେ ମଙ୍ଗଳ ପୂର୍ବରୁ ଉପସ୍ଥିତ ଅଛନ୍ତି ଏବଂ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସେ ଏହି ରାଶିରେ ଅବସ୍ଥାନ କରିବେ।ଶୁକ୍ର ଏହି ରାଶିରେ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ରହିବାକୁ ଯାଉଛନ୍ତି।

Mangal Shukra Yuti 2024:  ମାର୍ଚ୍ଚ ୭ରେ ମଙ୍ଗଳ ଓ ଶୁକ୍ରଙ୍କ ମହାସଂଯୋଗ, ଲାଭବାନ ହେବେ ଏହି ୩ ରାଶି !

About the Author