Advertisement
Photo Details/zeeodisha/odisha1107536
photoDetails0hindi

ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ମସଲା, ଶରୀରର ମଜଭୁତ ହେବା ସହ ବଢ଼ିବ 'ଷ୍ଟାମିନା'

Men's Health: ଆଜି ଆମେ ଆପଣଙ୍କୁ ଏପରି ୫ଟି ମସଲା (Hot Masala) ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ କରି ନିଜର ଶକ୍ତି ବୃଦ୍ଧି କରିପାରିବେ ।

1/6

ନୂଆଦିଲ୍ଲୀ: Men's Health: ଶରୀରର ଷ୍ଟାମିନା (Stamina) ବୃଦ୍ଧି ପାଇଁ ଲୋକମାନେ ବ୍ୟାୟାମ ଓ ଯୋଗ ପାଇଁ ଭଲ ଖାଦ୍ୟ ଗ୍ରହଣ କରନ୍ତି । ଆଜି ଆମେ ଆପଣଙ୍କୁ ଏପରି ୫ଟି ମସଲା (Spices) ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ କରି ନିଜର ଶକ୍ତି ବୃଦ୍ଧି କରିପାରିବେ । ଆହୁରି ମଧ୍ୟ ଆପଣ ନିଜର ସାଥୀଙ୍କ ଜୀବନରେ ସୁଖ ଭରି ପାରିବେ ।

ଜାଇ ଫଳ (Nutmeg)

2/6
ଜାଇ ଫଳ (Nutmeg)

ଜାଇ ଫଳ (Nutmeg) ଖାଇବା ଦ୍ୱାରା ସେକ୍ସ ଡ୍ରାଇଭ୍ (Sex Drive) ବଢ଼ିଥାଏ । ଏହାର ସେବନରୁ କାମନା ଇଚ୍ଛା (Libido) ରେ ବୃଦ୍ଧି ଘଟିଥାଏ । ଜାଇ ଫଳର ନିୟମିତ ବ୍ୟବହାର ଆପଣଙ୍କ ଯୌନ ଜୀବନକୁ ବଢ଼ିଆ କରିଦେଇଥାଏ । ଅନେକ ଲୋକ ସେମାନଙ୍କ ଖାଦ୍ୟରେ ଜାଇ ଫଳ ବ୍ୟବହାର କରନ୍ତି । ଯାହାକି ଦ୍ୱାରା ଅଧିକ ଲାଭ ମିଳିଥାଏ ।

କେଶର (Saffron)

3/6
କେଶର (Saffron)

କେଶର (Saffron) ଖାଇବା ପୁରୁଷଙ୍କ ପାଇଁ ବହୁତ ଭଲ ବୋଲି ମନେ କରାଯାଏ । ଏହାକୁ ଖାଇବା ଦ୍ୱାରା ସେମାନଙ୍କର ସେକ୍ସ ଡ୍ରାଇଭ୍ ମଧ୍ୟ ପୂର୍ବ ଅପେକ୍ଷା ଭଲ ହୋଇଯାଏ । କ୍ଷୀର ସହିତ କେଶର ମିଶ୍ରଣ କରି ପିଇଲେ ଏହାର ପ୍ରଭାବ ଡବଲ ହୋଇଯାଏ ।

ରସୁଣ (Garlic)

4/6
ରସୁଣ (Garlic)

ରସୁଣ (Garlic) ର ବ୍ୟବହାର ମଧ୍ୟ ଅତ୍ୟନ୍ତ ଉପଯୋଗୀ ବୋଲି ମନେ କରାଯାଏ । ଏହାର ବ୍ୟବହାର ଶୁକ୍ରାଣୁ ପରିମାଣକୁ ବଢ଼ାଇଥାଏ । ଆପଣ ରସୁଣକୁ କଞ୍ଚା ମଧ୍ୟ ଖାଇପାରିବେ । ଆହୁରି ମଧ୍ୟ ଏହାକୁ ପନିପରିବାରେ ମିଶାଇ ଖାଇପାରିବେ ।

ଅଦା (Ginger)

5/6
ଅଦା (Ginger)

ଅଦା (Ginger) ରେ ଅନେକ ଉପାଦାନ ରହିଛି, ଯାହା ଆପଣଙ୍କର ଯୌନ ଜୀବନ (Sex Drive) କୁ ଆହୁରି ଉନ୍ନତ କରିଥାଏ । ଏହାକୁ ଖାଇବା ଦ୍ୱାରା ପ୍ରେମର ଅନ୍ତରଙ୍ଗ ମୁହୂର୍ତ୍ତର ସମୟ ବଢ଼ିଯାଇଥାଏ ।

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ

ଏହା ବି ପଢ଼ନ୍ତୁ:-ରାତି ୨ଟାରେ ରାଜ୍ୟ ବିଧାନସଭାର ଅଧିବେଶନ ଡକାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ? ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଏହା ବି ପଢ଼ନ୍ତୁ:-'ପୁଟିନ ହେଉଛନ୍ତି ଆଧୁନିକ ଯୁଗର ହିଟଲର'

ଏହା ବି ପଢ଼ନ୍ତୁ:-ଗୁପ୍ତଚରରୁ ଋଷର 'ସର୍ବେସର୍ବା', ଜାଣନ୍ତୁ କେମିତି ଏତେ କ୍ଷମତାଶାଳୀ ହେଲେ ପୁଟିନ

ମେଥି (Fenugreek)

6/6
ମେଥି (Fenugreek)

ମେଥି (Fenugreek) ମଞ୍ଜି ଖାଇବା ଦ୍ୱାରା ପୁରୁଷଙ୍କ ଲିବିଡୋ ବା କାମନା ଇଚ୍ଛା ବଢ଼ିଥାଏ । ଖାଦ୍ୟରେ ମେଥି ମଞ୍ଜି ବ୍ୟବହାର କରିବାରୁ ଶକ୍ତି ବଢ଼ାଇଥାଏ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।