• ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ନୟାଗଡ଼ର ଦମ୍ପତି ବୋଲି ସୂଚନା II
  • ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ II
  • କୋରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି II
  • ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଦିନକରେ ୩୭ ହଜାର ୯୭୫ ଜଣ କୋରୋନା ଆକ୍ରାନ୍ତ, ୪୮୦ ମୃତ
  • ରାଜଧାନୀବାସୀଙ୍କ ପାଇଁ ଖୁସି ଖବର।
  • ଭୁବନେଶ୍ୱର: କୋରୋନା ଶୂନ୍ୟ ହେଲା ବସ୍ତି ।I
  • ଆଜି ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ II

PHOTOS: ଦେଖନ୍ତୁ ଉର୍ବଶୀ ରୌତେଲାଙ୍କର ଏହି ୧୦ଟି ସୁନ୍ଦର ଫଟୋ

ଏହି ଫଟୋଗୁଡ଼ିକ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉର୍ବଶୀଙ୍କ ଏହି ଫଟୋଗୁଡ଼ିକ ପାଇଁ ନେଟିଜନ୍ସ (Netizens) ବହୁତ ପସନ୍ଦ କରନ୍ତି । 

Sep 07, 2020, 23:22 PM IST

ନୂଆଦିଲ୍ଲୀ: ବଲିଉଡ (Bollywood) ର ପ୍ରସିଦ୍ଧ ଅଭିନେତ୍ରୀ ଉର୍ବଶୀ ରୌତେଲା (URVASHI RAUTELA) ଆଜିକାଲି ନିଜର ହଟ୍ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କର କିଛି ଫୋଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନୀଳ ରଙ୍ଗର ପୋଷାକ ପିନ୍ଧିଥିବାର ନଜରକୁ ଆସିଛନ୍ତ । ସମ୍ପ୍ରତି ଏହି ଫଟୋଗୁଡ଼ିକ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉର୍ବଶୀଙ୍କ ଏହି ଫଟୋଗୁଡ଼ିକ ପାଇଁ ନେଟିଜନ୍ସ (Netizens) ବହୁତ ପସନ୍ଦ କରନ୍ତି । ଏହି ଫଟୋଗୁଡ଼ିକ ଉପରେ ଭଲ କମେଣ୍ଟ କ୍ରମାଗତ ଆସିବାରେ ଲାଗିଛି । ଦେଖନ୍ତୁ ସେହି ଫଟୋଗୁଡ଼ିକ....

1/10

2/10

3/10

4/10

5/10

6/10

7/10

8/10

9/10

10/10