Advertisement
Photo Details/zeeodisha/odisha1095527
photoDetails0hindi

ଏହି ଦେଶରେ ପରକିୟା ପ୍ରୀତି ପାଇଁ ମିଳିଥାଏ ଚରମ ଶାସ୍ତି! ପତ୍ନୀଙ୍କୁ ଦିଆଯାଇଛି ପତିଙ୍କୁ ହତ୍ୟା କରିବାର ଅଧିକାର

ବୋଲିଭିଆରେ ଅବସ୍ଥିତ ସାଣ୍ଟା କ୍ରୁଜରେ ଏକ ସେକ୍ସ ନିୟମ ରହିଛି ଯେଉଁଥିରେ କୌଣସି ପୁରୁଷଙ୍କୁ ଯେକୌଣସି ମହିଳା ଓ ତାଙ୍କ ଝିଅ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦିଆଯାଏ ।

1/10

ନୂଆଦିଲ୍ଲୀ: ବହୁତ କମ୍ ଲୋକ ଜାଣନ୍ତି ଯେ ବିଭିନ୍ନ ଦେଶରେ ସେକ୍ସକୁ ନେଇ ଅନେକ ନିୟମ କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଦେଶ ଏପରି ଅଛି ଯେଉଁଠାରେ ସେକ୍ସକୁ ନେଇ ଅଜବ ଗଜବ ନିୟମ ପ୍ରଣୟନ କରାଯାଇଛି, ଯାହା ଶୁଣି ଆପଣ ଚକିତ ହୋଇଯିବେ । ଆସନ୍ତୁ ଆପଣଙ୍କୁ ଦୁନିଆର ଏପରି କିଛି ଅଦ୍ଭୁତ ସେକ୍ସ ନିୟମ ବିଷୟରେ କହିବୁ...

କଲମ୍ବିଆ

2/10
କଲମ୍ବିଆ

କଲମ୍ବିଆର କଲିରେ ଏକ ସେକ୍ସ ନିୟମ ଅନୁଯାୟୀ ଜଣେ ମହିଳା କେବଳ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ । କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ସେକ୍ସ ସମୟରେ ତାଙ୍କ ମା’ଙ୍କ ସେହି ସ୍ଥାନରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ଅଟେ ।

ବଲିଭିଆ

3/10
ବଲିଭିଆ

ବୋଲିଭିଆରେ ଅବସ୍ଥିତ ସାଣ୍ଟା କ୍ରୁଜରେ ଏକ ସେକ୍ସ ନିୟମ ରହିଛି ଯେଉଁଥିରେ କୌଣସି ପୁରୁଷଙ୍କୁ ଯେକୌଣସି ମହିଳା ଓ ତାଙ୍କ ଝିଅ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦିଆଯାଏ ।

ଇଂଲଣ୍ଡର ଲିଭରପୁଲ

4/10
ଇଂଲଣ୍ଡର ଲିଭରପୁଲ

ଇଂଲଣ୍ଡର ଲିଭରପୁଲରେ ଥିବା ଏକ ଟ୍ରପିକାଲ୍ ମାଛ ଦୋକାନରେ ଟପଲେସ୍ ଝିଅମାନଙ୍କୁ ଦୋକାନୀ କରାଯାଏ ।

ହଂକଂ

5/10
ହଂକଂ

ହଂକଂର ଏହି ନିୟମ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଥିରେ ଯଦି କୌଣସି ପତ୍ନୀ ତାଙ୍କ ପତିଙ୍କୁ ଅନ୍ୟ ସ୍ତ୍ରୀ ସେକ୍ସ କରୁଥିବା ବେଳେ ଧରନ୍ତି, ତେବେ ଆଇନ ଅନୁସାରରେ ନିଜ ପତିଙ୍କୁ ଜୀବନରୁ ମାରିବା ଦେବାର ସମ୍ପୂର୍ଣ୍ଣ ଛୁଟ୍ ମିଳିଥାଏ ।

ଗୁଆମ

6/10
ଗୁଆମ

ଗୁଆମର ଏକ ଅଜବ ନିୟମ ଅନୁଯାୟୀ, ପୁରୁଷଙ୍କୁ ଏପରି ଚାକିରି ଦିଆଯାଇଛି ଯେଉଁଥିରେ ସେମାନଙ୍କୁ ଯୁବ ଓ ଭର୍ଜିନ ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିଥାଏ । କାରଣ ସେଠାରେ ଭର୍ଜିନ ଝିଅମାନଙ୍କୁ ବିବାହ କରିବାକୁ ଅନୁମତି ନାହିଁ ।

ଇଣ୍ଡୋନେସିଆର ଅଦ୍ଭୁତ ନିୟମ

7/10
ଇଣ୍ଡୋନେସିଆର ଅଦ୍ଭୁତ ନିୟମ

ଇଣ୍ଡୋନେସିଆର ଏହି ନିୟମ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଚକିତକର, ଯେଉଁଥିରେ ହସ୍ତ ମୈଥୁନ ଏକ ଦଣ୍ଡନୀୟ ଅପରାଧ ଅଟେ ।

ବହାରୀନ୍

8/10
ବହାରୀନ୍

ବହାରୀନ ଡାକ୍ତରମାନେ ଆଇନଗତ ଭାବରେ ମହିଳାଙ୍କ ପ୍ରାଇଭେଟ ପାର୍ଟକୁ ଯାଞ୍ଚ କରିପାରିବେ ।

ଏହା ବି ପଢ଼ନ୍ତୁ:-ପିଉସୀ ମମତାଙ୍କ ବିରୋଧରେ ପୁତୁରା ଅଭିଷେକଙ୍କ ବିଦ୍ରୋହ!

ଏହା ବି ପଢ଼ନ୍ତୁ:-ଆମେରିକା ଜାରି କଲା ବଡ଼ ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ

ଏହା ବି ପଢ଼ନ୍ତୁ:-ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ:-ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା! ଯଦି ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ଲେବାନନ

9/10
ଲେବାନନ

ଲେବାନନରେ ଏପରି ଏକ ନିୟମ ଅଛି ଯାହାକି କୌଣସି ପୁରୁଷକୁ ପଶୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦେଇଥାଏ । କିନ୍ତୁ ସେ କେବଳ ମହିଳା ପଶୁ ସହିତ ଏହା କରିପାରିବେ । କିନ୍ତୁ ଯଦି ସେ ପୁରୁଷ ପଶୁ ସହିତ ଏପରି କରିବା ପାଇଁ ଧରାଯାଏ, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ ।

ମଧ୍ୟ ପୂର୍ବ ଦେଶଗୁଡିକର ନିୟମ

10/10
ମଧ୍ୟ ପୂର୍ବ ଦେଶଗୁଡିକର ନିୟମ

ମଧ୍ୟ ପୂର୍ବ ଦେଶଗୁଡିକରେ ଇସଲାମିକ୍ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ମେଣ୍ଢା ସହିତ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ସେ ଏହାକୁ କେବେ ଖାଇ ପାରିବେ ନାହିଁ ।