Indian Student: ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, କାନାଡ଼ାରେ ସର୍ବାଧିକ

Indian Student: ଭୁବନେଶ୍ୱର: ବିଦେଶରେ ଭଲ ପାଠପଢ଼ା, ଭଲ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ନିଶାରେ ଭାରତୀୟ ମେଧାବୀ ଛାତ୍ର ଦେଶଛାଡ଼ି ଯାଉଛନ୍ତି। କିନ୍ତୁ ସେଠାକାର ପରିସ୍ଥିତି ଓ ବିଭିନ୍ନ କାରଣ ହେତୁ ଅନେକଙ୍କ ମୃତ୍ୟୁ ହେଉଛି। ଭାରତ ସରକାରଙ୍କ ବର୍ହିବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୮ରୁ ଆଜିଯାଏ ୪୦୩ ଜଣ ଭାରତୀୟ ଛାତ୍ରଙ୍କ ବିଦେଶ ମାଟିରେ ମୃତ୍ୟୁ ହୋଇଛି।

Indian Student: ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, କାନାଡ଼ାରେ ସର୍ବାଧିକ

About the Author