କ୍ୱାରେଣ୍ଟାଇନରେ ଦିଲ୍ଲୀର ଗୋଟିଏ ହସ୍ପିଟାଲର ୬୮ ଡାକ୍ତର ଓ ନର୍ସ

ଏଠାରେ କହି ରଖୁଛୁ ଯେ, ଏପ୍ରିଲ ୧୩ରେ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏପ୍ରିଲ ୧୫ରେ ମହିଳାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପରେ ଗର୍ଭବତୀ ମହିଳା ରୋଗୀ କହିଥିଲେ ଯେ ସେ ବିଦେଶରୁ ଫେରିଛନ୍ତି ଏବଂ କୋରୋନା ସଂକ୍ରମିତ ସହ-ଯାତ୍ରୀମାନଙ୍କ ସହିତ ସ୍ପର୍ଶରେ ଆସିଥିଲେ । ମହିଳା ଜଣକ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ପରିବାରର ଚାରିଜଣ ସଦସ୍ୟଙ୍କ ପାଇଁ ଏପ୍ରିଲ ୧୦ ରୁ ୨୪ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନ୍ ଆଦେଶ ଦେଇଥିଲେ ।

 କ୍ୱାରେଣ୍ଟାଇନରେ ଦିଲ୍ଲୀର ଗୋଟିଏ ହସ୍ପିଟାଲର ୬୮ ଡାକ୍ତର ଓ ନର୍ସ

About the Author