କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକିବା ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ

ସେ କହିଛନ୍ତି ଯେ ଜାନୁୟାରୀ ୧, ୨୦୨୦ ଠାରୁ "ମହଙ୍ଗା ଭତ୍ତା" ଲୋକଙ୍କ ପାଇଁ ଅପୂରଣୀୟ କ୍ଷତି ଘଟାଇପାରେ । କାରଣ ଏପରି ସମୟରେ କୋଭିଡ-19 (COVID 19) ମହାମାରୀ କାୟା ବିସ୍ତାର କରିଚାଲିଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରୋକିବା ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ

About the Author