China Spy Ship: ଚୀନ୍‌ ଫାଶରେ ଫସିଲା ମାଲଦ୍ୱୀପ, ଡ୍ରାଗନ୍ ପଠାଇଲା ଗୁପ୍ତଚର ଜାହାଜ; ଭାରତ ପାଇଁ ବଢ଼ିଲା ଟେନସନ

China Spy Ship: ଚୀନର ଜାସୁସି ଜିଆଙ୍ଗ ୟାଙ୍ଗ ହଙ୍ଗ-୦୩ ମାଲଦ୍ୱୀପର ରାଜଧାନୀ ମାଲେର ଏକ ବନ୍ଦରରେ ପହଞ୍ଚିଛି। ଏକ ମାସ ପୂର୍ବରୁ, ସମାନ ଜାହାଜ ଦକ୍ଷିଣ ପୂର୍ବ ଚୀନ୍‌ର ଜିଆମେନ ବନ୍ଦର ଛାଡିଥିଲା।

China Spy Ship: ଚୀନ୍‌ ଫାଶରେ ଫସିଲା ମାଲଦ୍ୱୀପ, ଡ୍ରାଗନ୍ ପଠାଇଲା ଗୁପ୍ତଚର ଜାହାଜ; ଭାରତ ପାଇଁ ବଢ଼ିଲା ଟେନସନ
Image Credit: Chinese Xiang Yang Hong 03

About the Author