ବିକାଶ ଦୁବେ ଏନକାଉଣ୍ଟର ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ

ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ବିକାଶ ଦୁବେଙ୍କ ଏନକାଉଣ୍ଟର ଏଥିପାଇଁ କରିଦିଆଯାଇଛି ଯେ, ଜେରା ସମୟରେ ସେ ନିଜର ରାଜନୈତିକ ସହକର୍ମୀ ଓ ପୋଲିସ ବିଭାଗ ସହିତ ସମ୍ପର୍କ ବିଷୟରେ ଖୁଲାସା ନ ହେଉ ।

ବିକାଶ ଦୁବେ ଏନକାଉଣ୍ଟର ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ

About the Author