କୋଭିଡ ପରିଚାଳନା: ରାଜଧାନୀରେ ଲାଗୁ ହେବ ଗଞ୍ଜାମ ମଡେଲ୍

କ୍ରମାଗତ ଭାବେ ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଗ୍ରାଫ ଉପରୁମୁହାଁ ସର୍ବାଧିକ ସଂକ୍ରମଣ ଅଞ୍ଚଳ ହୋଇଛି ଭୁବନେଶ୍ୱର । ବଡ କଥା ହେଉଛି ବସ୍ତି ଅଞ୍ଚଳରେ ସଂକ୍ରମଣ ହାର କମୁଥିବା ବେଳେ ଅଣ ବସ୍ତି ଅଞ୍ଚଳରେ ବୃଦ୍ଧି ପାଉଛି । ସାମୂହିକ ଜନସଚେତନତାକୁ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ଲୋକ ସଚେତନା କରିବାକୁ ଲକ୍ଷ୍ୟରେ ଏହି ବୈଠକ କରାଯାଉଛି । ଏହି ସମ୍ପର୍କ ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ସମ୍ପର୍କକୁ ନିବିଡ କରି ଅଧିକ ସଚେତନ କରାଇବାକୁ ଟାର୍ଗେଟ ରହିଛି ।

କୋଭିଡ ପରିଚାଳନା: ରାଜଧାନୀରେ ଲାଗୁ ହେବ ଗଞ୍ଜାମ ମଡେଲ୍