ବଢିଲା ମହୁଆଙ୍କ ଅଡ଼ୁଆ, ଜେରା ପାଇଁ ୧୯ରେ ହାଜର ପାଇଁ ଡାକରା

ବୈଦେଶିକ ମୁଦ୍ରା କାରବାର ମାମଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। ଫେବୃଆରୀ ୧୯ରେ ଇଡି ପଚରାଉଚରା ପାଇଁ ମହୁଆଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ ଯେ, ମହୁଆ ମୋଇତ୍ରଙ୍କୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ ଆସିଥିଲା। ଏହି ମାମଲାର ତଦ

ବଢିଲା ମହୁଆଙ୍କ ଅଡ଼ୁଆ, ଜେରା ପାଇଁ ୧୯ରେ ହାଜର ପାଇଁ ଡାକରା

About the Author