Delhi Chalo: ମାର୍ଚ୍ଚ ୬ରେ ପୁଣି ଆରମ୍ଭ ହେବ ‘ଦିଲ୍ଲୀ ଚଲୋ’ ଅଭିଯାନ, ବିନା ଟ୍ରାକ୍ଟରରେ ଆସିବାକୁ ସରକାରଙ୍କ ତାଗିଦ

Delhi Chalo: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି (MSP) ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଚାଷୀଙ୍କ ଦ୍ବାରା ପଞ୍ଜାବରେ କରାଯାଇଥିବା ଆନ୍ଦୋଳନ ଆଗକୁ ମଧ୍ଯ ଜାରି ରହିବ ବୋଲି ରବିବାର ଘୋଷଣା କରାଯାଇଛି । ପଞ୍ଜାବ- ହରିୟାଣା ସୀମାରେ ଡ଼େରା ପକାଇଥିବା ଚାଷୀମାନେ ମାର୍ଚ୍ଚ ୬ରେ ପୁଣି ଦିଲ୍ଲୀ ଅଭିମୁଖେ ଅଭିଯାନ ଆରମ୍ଭ କରିବେ ।

Delhi Chalo: ମାର୍ଚ୍ଚ ୬ରେ ପୁଣି ଆରମ୍ଭ ହେବ ‘ଦିଲ୍ଲୀ ଚଲୋ’ ଅଭିଯାନ, ବିନା ଟ୍ରାକ୍ଟରରେ ଆସିବାକୁ ସରକାରଙ୍କ ତାଗିଦ

About the Author