Israel hamash war : ଆମକୁ ଅସ୍ତ୍ର ଦିଅ ଆମେ ଯୁଦ୍ଧ କରିବୁ : ଇସ୍ରାଏଲ୍ ମହିଳା

Israel hamash war : ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣର ଶିକାର ହୋଇଥିବା ଅନେକ ଇସ୍ରାଏଲୀୟ ନାଗରିକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଛି। ଫଳରେ ‌ବହୁ ମହିଳା ନିଜ ପାଖରେ ଅସ୍ତ୍ର ରଖି ହମାସ ବିରୋଧରେ ଲଢ଼ିବାକୁ ଚାହୁଛନ୍ତି।

Israel hamash war : ଆମକୁ ଅସ୍ତ୍ର ଦିଅ ଆମେ ଯୁଦ୍ଧ କରିବୁ : ଇସ୍ରାଏଲ୍ ମହିଳା
Image Credit: After Hamas Attack

About the Author