ପୁଣି ଖସିଲା ସୁନା ଦର

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୨୫୦ ଟଙ୍କା ରହିଛି । ଯାହା ଗତକାଲି ୪୮,୨୦୦ ଟଙ୍କା ଥିଲା ।

ପୁଣି ଖସିଲା ସୁନା ଦର

About the Author