Dog Breeds: କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଘରେ ରଖି ହେବନି ଏହି ୨୩ ପ୍ରଜାତିର କୁକୁର

Dog Breeds: କୁକୁରର ୨୩ଟି ପ୍ରଜାତି(Breeds)ର ଆମଦାନୀ ଉପରେ ରୋକ ଲଗାଇବା ନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି । କୁକୁର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ସରକାର କହିଛନ୍ତି, କେବଳ ୨୩ଟି ବ୍ରିଡ଼ କୁକୁରର ଆମଦାନୀ ରୋକାଯିବ ନାହିଁ ବରଂ ଏଗୁଡ଼ିକର ବ୍ରିଡ଼ିଂ ଓ ବିକ୍ରି ଉପରେ ମଧ୍ଯ କଟକଣା ଲଗାଯିବା ଆବଶ୍ୟକ ।

Dog Breeds: କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଘରେ ରଖି ହେବନି ଏହି ୨୩ ପ୍ରଜାତିର କୁକୁର

About the Author