Haldwani Riots: ହଲଦ୍ୱାନୀ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ଡେରାଡୁନ: ହଲଦ୍ୱାନୀ ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲ୍ଲିକ ପୋଲିସକୁ ଗିରଫ କରିଛି। ଅବଦୁଲ ମଲିକଙ୍କ ସହ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି।ଅବଦୁଲ ମଲିକ ହେଉଛି ହଲଦ୍ୱାନୀ ଦଙ୍ଗାର ମାଷ୍ଟରମାଇଣ୍ଡ ଯିଏ ଧର୍ମ ନାମରେ ସରକାରୀ ଜମିକୁ ହଡପ କରିବାକୁ ଷଡଯନ୍ତ୍ର କରିଥିଲା। ଏହା ସହିତ ହଲଦ୍ୱାନୀରେ ହିଂସାର ନିଆଁ ଲଗାଇବା

Haldwani Riots: ହଲଦ୍ୱାନୀ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

About the Author