Indian Army: ଭାରତୀୟ ସେନାଙ୍କ ସାମ୍ନା କରିପାରିବ ନାହିଁ ଚୀନ, ମିଳିବାକୁ ଯାଉଛି ଏପରି ଅସ୍ତ୍ର

Indian Army News: ଭାରତୀୟ ସେନାକୁ ଏପରି ପାରମ୍ପରିକ ଅସ୍ତ୍ର ଯୋଗାଉଥିବା ଆପାଷ୍ଟେରନ୍ କମ୍ପାନୀ (Apasteron Company) ଅନୁସାରେ ଗଲୱାନ ଉପତ୍ୟାକାରେ ଚୀନ୍ ସହ ହୋଇଥିବା ସଂଘର୍ଷ ପରେ ଭାରତୀୟ ସେନାକୁ ଏପରି ଅସ୍ତ୍ରଶସ୍ତ୍ର ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀ ଅଧିକାରୀ ମୋହିତ କୁମାରଙ୍କ କହିବା ଅନୁସାରେ, ଗଲୱାନ ଠାରେ ଚୀନ୍ ସୈନ୍ୟବାହିନୀ ସହ ସଂଘର୍ଷ ହେବା ପର ଠାରୁ ଆମକୁ ଭାରତୀୟ ସେନାକୁ ଏପରି ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିର୍ଦ୍ଦେଶ ମିଳିଛି। ଏହି ଅସ୍ତ୍ରଶସ୍ତ୍ର ଭାରତୀୟ ସେନାର ପସନ୍ଦ ଅନୁଯାୟୀ ଡିଜାଇନ୍ କରାଯାଇଛି।

Indian Army: ଭାରତୀୟ ସେନାଙ୍କ ସାମ୍ନା କରିପାରିବ ନାହିଁ ଚୀନ, ମିଳିବାକୁ ଯାଉଛି ଏପରି ଅସ୍ତ୍ର

About the Author