୯ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ପାକ୍ ନୌସେନା

Arabian Sea: ପାକିସ୍ତାନ ନୌସେନା ସୋମବାର ସମୁଦ୍ରରେ ଫସିଥିବା ୯ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କରିଛି। ସେନା ନିଜ ଦେଶର ସାମୁଦ୍ରିକ ସୁରକ୍ଷା ଏଜେସନ୍ସି ସହଯୋଗରେ ଏହି ଅପରେସେନ କରିଥିଲା। ଏହି ସମୟରେ ସେମାନେ ଟଗ୍ ଡଙ୍ଗା ଏସଏଏସ୍-୫ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିଥିଲେ। ଏହି ଟଗ୍ ଡଙ୍ଗା ପେବୃଆରୀ ୧ରେ ମହାରାଷ୍ଟ୍ରର ୟୁଏଇ ଅଭିମୁଖେ ଯାତ୍ରା କରିଥିଲା।

୯ ଭାରତୀୟ ନାବିକଙ୍କୁ ଉଦ୍ଧାର କଲା ପାକ୍ ନୌସେନା